Below header
Browsing Tag

siridi sai temple

ଶିରିଡ ସାଇବାବା ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ୭୫୦୦ କୋଟି ଟଙ୍କାର ପରିଯୋଜନାର କଲେ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଶିରିଡିରେ ପହଞ୍ଚିଛନ୍ତି । ଏହି ଗସ୍ତରେ ମୋଦି ଶିରିଡି ସାଇବାବଙ୍କ ମନ୍ଦିରରେ ଦର୍ଶନ କରିବା ସହିତ ପୂଜା କରିଛନ୍ତି । ମୋଦି ଶିରିଡିରେ ୭୫୦୦ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଥିରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତେଲ…

ମେ ୧ ତାରିଖରୁ ସିରିଡି ସାଇ ବାବା ମନ୍ଦିର ଦର୍ଶନ ବନ୍ଦ, ହେଲେ ବିଧି ମୁତାବକ ଚାଲିବ ପୂଜାର୍ଚ୍ଚନା

ସିରିଡି ସାଇବାବା ଯିବାକୁ ପ୍ଲାନ କରୁଥିଲେ ଆପଣଙ୍କ ନୈରାଶଜନକ ଖବର । ସିରିଡି ସାଇ ବାବାଙ୍କୁ ଦର୍ଶନ ନେଇ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସିରିଡି ସାଇ ବାବା ମନ୍ଦିର ମେ ୧ ତାରିଖରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସାଇବାବା ଟେମ୍ପଲ ଟ୍ରଷ୍ଟ । ମନ୍ଦିରରେ ସୁରକ୍ଷା ପାଇଁ…

ସାଇ ବାବାଙ୍କୁ ଦର୍ଶନ କରିବା ସମୟରେ ବ୍ୟକ୍ତିଙ୍କୁ ଆସିଲା ମୃତ୍ୟୁ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଏମିତି ମୃତ୍ୟୁ ହୁଏତ କାହାକୁ ଆସିନଥିବ। ସାଇବାବାଙ୍କୁ ଦର୍ଶନ କରିବା ସମୟରେ ଚାଲିଗଲା ଜୀବନ। ଭଗବାନଙ୍କ ଦୁଆରେ ମରିବାର ସୌଭାଗ୍ୟ ବା କାହାର ରହିଛି। କିନ୍ତୁ ଏମିତି ଏକ ଭିଡିଓ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରୁ ଆସିଛି। ଯେଉଁଠି ସାଇବାବାଙ୍କୁ ଦର୍ଶନ କରୁଥିବା ସମୟରେ ବ୍ୟକ୍ତିଙ୍କୁ ହାର୍ଟଆଟାକ…

୭ ମାସ ପରେ ଶିରିଡ ସାଇମନ୍ଦିରରେ ଭକ୍ତଙ୍କୁ ମିଳିବ ବାବାଙ୍କ ଲଡୁ, କିନ୍ତୁ ଦେବାକୁ ପଡିବ ପଇସା

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ଖୁସି ଖବର। ଭକ୍ତଙ୍କୁ ଆଉ ନିରାଶ ହେବାକୁ ପଡିବ ନାହିଁ। ବାବାଙ୍କୁ ଦର୍ଶନ କରିବା ସହିତ ଭକ୍ତଙ୍କୁ ମିଳିବ ପ୍ରସାଦ। କରୋନା ଯୋଗୁଁ ଦୀର୍ଘ ୭ମାସର ବ୍ୟବଧାନ ପରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପେଡା ଲଡୁ(ପ୍ରସାଦ) ବିକ୍ରୟ ଆରମ୍ଭ କରିଛି ଶ୍ରୀ ସାଇବାବା…