Below header
Browsing Tag

smart pot

ଏଣିକି କୁଣ୍ଡରେ ଆପଣ ବଢ଼ାଇ ପାରିବେ ବର, ଅଶ୍ୱତ୍‌ଥ, ନିମ୍ବ ଆଦି ବୃକ୍ଷ, ଆସିଗଲା ‘ସ୍ମାର୍ଟ ଫ୍ଲାଓ୍ଵାର ପଟ୍‌’

ଯେଉଁ ଲୋକଙ୍କର ଘରେ ଗଛ ଲଗାଇବାର ରୁଚି ରହିଛି, ହେଲେ ଜାଗାର ଅଭାବ ଅଛି, ସେମାନଙ୍କୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। ଏବେ ଏମିତି ଏକ ‘ସ୍ମାର୍ଟ ଫ୍ଲାଓ୍ଵାର ପଟ୍‌’ ଆସିଯାଇଛି, ଯାହା ଜରିଆରେ ଆପଣ ସହଜରେ ଘରେ ହିଁ ବଡ଼ ବୃକ୍ଷ ବଞ୍ଚାଇ ପାରିବେ। ଗତ ସପ୍ତାହରେ ଫ୍ରାନ୍ସର…