Below header
Browsing Tag

snake bite patient

ପୁଣି ଅନ୍ଧବିଶ୍ୱାସ ନେଲା ଜଣଙ୍କ ଜୀବନ, ସାପ କାମୁଡ଼ାରେ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ

ଗଞ୍ଜାମ(କେନ୍ୟୁଜ): ପୁଣି ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ । ସାପକାମୁଡ଼ାରେ ଆହତ ଯୁବକଙ୍କୁ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ ପରିବାର ଲୋକ। ସଂକୀର୍ତ୍ତନକରି ପାଣି ଢଳାଗଲା କିନ୍ତୁ ଫଳ କିଛି ହେଲାନି । ପରେ ଡାକ୍ତରଖାନା ନେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ…