Below header
Browsing Tag

spa

ଭୁବନେଶ୍ୱର ଜୟଦେବ ଭବନ ନିକଟରେ ସ୍ପା, ବିଉଟିପାର୍ଲର ସଂଘର ପ୍ରତିବାଦ

ଭୁବନେଶ୍ୱ(କେନ୍ଯୁଜ୍): ଭୁବନେଶ୍ୱରରେ ସ୍ପା, ବିଉଟିପାର୍ଲର ସଂଘର ପ୍ରତିବାଦ । ଜୟଦେବ ଭବନ ନିକଟରେ ପ୍ଲାକାର୍ଡ ଧରି ପ୍ରତିବାଦ କଲା ସଂଘ । ସ୍ପା, ବିଉଟି ପାର୍ଲର ଖୋଲିବା ପାଇଁ ସରକାର ଅନୁମତି ଦେବାକୁ ଦାବି ଜଣାଇଛନ୍ତି । ଦୁଇ ମାସ ହେଲା ବନ୍ଦ ଯୋଗୁ ସ୍ପା ଓ ବିଉଟିପାର୍ଲରରେ କାମ…

ଆମେରିକାର ଆଟଲାଣ୍ଟାରେ ଆଖିବୁଜା ଗୁଳିମାଡ଼: ୮ ମୃତ, ଜଣେ ଗିରଫ

ଆମେରିକାର ଆଟଲାଣ୍ଟାରେ ଭୟାନକ ଗୁଳିମାଡ଼ ହୋଇଛି। ଆଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ…