Below header
Browsing Tag

Spanish woman

ସ୍ପେନ ମହିଳାଙ୍କ ସହିତ ଗଣଦୁଷ୍କର୍ମ, ୩ ଜଣଙ୍କୁ ଗିରଫ କଲା ପୋଲିସ

ଝାଡଖଣ୍ଡରେ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଭାରତ ଭ୍ରମଣରେ ଆସିଥିବା ଜଣେ ସ୍ପେନ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଅଭିଯୋଗ ଦାୟର କରିଛନ୍ତି । ପୋଲିସ ମହିଳାଙ୍କ ମେଡିକାଲ ଯାଞ୍ଚ କରିବାକୁ କହିଛି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ ମଧ୍ୟ…

କରୋନା ଭାଇରସକୁ ମାତ୍ ଦେଲେ ସ୍ପେନର ସର୍ବ ପୁରାତନ ମହିଳା ମାରିଆ, ବୟସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସ୍ପେନ: ସ୍ପେନରେ ରହୁଥିବା ଜଣେ ୧୧୩ ବର୍ଷ ବୟସ୍କା ମହିଳା କରୋନା ଭାଇରସକୁ ମାତ୍ ଦେଇଛନ୍ତି। ଆମେରିକାରେ ଜନ୍ମ ହୋଇଥିବା ଏହି ବୃଦ୍ଧାଙ୍କ ନାମ ମାରିଆ ବ୍ରାନିଆସ୍ । ସ୍ପେନର ଗଣମାଧ୍ୟମ ଅନୁଯାୟୀ, ୧୧୩ ବର୍ଷୀୟ ଏହି ସ୍ପେନୀୟ ମହିଳା ମାରିଆ, ଦେଶର ବୟସ୍କ ବ୍ୟକ୍ତି ଭାବେ ବେଶ୍ ପରିଚିତ।…