Below header
Browsing Tag

Sports Day

କିଟ୍‌ ଓ କିସ୍‌ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ଓ କିସ୍‌ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‌ ଷ୍ଟାଡିଅମଠାରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଅଲିମ୍ପିଆନ୍‌ ତଥା କିଟ୍‌ ଛାତ୍ର ଅମିତ ରୋହିଦାସ, କିଟ୍‌ ଛାତ୍ରୀ ଲିଲିମା…

ବଢିଲା ଜାତୀୟ କ୍ରୀଡା ପୁରସ୍କାର ରାଶି, କ୍ରୀଡା ମନ୍ତ୍ରୀ କଲେ ଘୋଷଣା

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡା ପୁରସ୍କାର ରାଶିର ପରିମାଣକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ଦିବସରେ ପ୍ରଦାନ କରାଯାଉଥିବା ମୋଟ ୭ ବର୍ଗ ମଧ୍ୟରୁ ୪ ବର୍ଗରେ ପୁରସ୍କାର…