ଆରମ୍ଭ ହେଲା ରାଜ୍ଯ କ୍ୟାବିନେଟ ବୈଠକ, ୮ ରୁ ଅଧିକ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା
ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ଯ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ରାଜ୍ଯ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ୮ ରୁ ଅଧିକ ପ୍ରସ୍ତାବ ଉପରେ ଆଜିର ବୈଠକରେ ଆଲୋଚନା ହୋଇପାରେ । ଏହା ସହ ବିଧାନସଭାରେ ଉପସ୍ଥାପିତ ହେବାକୁ…