Browsing Tag

storm

ଭୁବନେଶ୍ବରରୁ ବସ୍ ସେବା ସ୍ବାଭାବିକ : କେବଳ ଭଦ୍ରକ, ବାଲେଶ୍ୱର, ରାଜନଗର ଯାତାୟାତ କରୁନି ବସ୍

ଭୁବନେଶ୍ୱର : ସ୍ୱାଭାବିକ ହେଉଛି ବସ ସେବା ।  କେଵଳ ଭଦ୍ରକ, ବାଲେଶ୍ୱର, ରାଜନଗର ଓ କୋଲକାତାକୁ ଛାଡ଼ି ଅନ୍ୟ ସ୍ଥାନକୁ ବସ ଯିବା ଆସିବା କରୁଛି । ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଯାତାୟାତ କରୁଛି ବସ୍ । ବ୍ରହ୍ମପୁରକୁ ଭୁବନେଶ୍ୱରରୁ ୫୦ ପ୍ରତିଶତ ଗାଡି ଯିବା ଆସିବା କରୁଛି ।  ସେଭଳି…

ବାତ୍ୟା ନାଁ ଶୁଣି ପାରାଦୀପ ବାସୀଙ୍କ ଛାତିରେ ଛନକା, କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ

ପାରାଦୀପ: ଆସୁଛି ସମ୍ଭାବ୍ୟ ବାତ୍ୟା ଦାନା । ଡାକବାଜି ଯନ୍ତ୍ରରେ ସତର୍କ କରାଯିବା ପରେ କୂଳକୁ ଫେରିଛନ୍ତି ମତ୍ସ୍ୟଜିବୀ । ଡଙ୍ଗା ଓ ବୋଟକୁ ସୁରକ୍ଷିତ ସ୍ଥାନରେ ରଖୁଛନ୍ତିି ମତ୍ସ୍ୟଜୀବୀ । ଏପଟେ ବାତ୍ୟା ମୁକାବିଲା ପାଇଁ ତୟାର ପ୍ରଶାସନ। ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ, କଲେଜକୁ ପ୍ରସ୍ତୁତ…

୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୨୩ରେ ନେବ ବାତ୍ୟାର ରୂପ !

ବାତ୍ୟା ଆଶଂକା ସତ ହେବ ।  ବାତ୍ୟାକୁ ଆସିଲା ବଡ଼ ଖବର ।  ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ । ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । …

ଘଡଘଡି ସହ ହାଲୁକା ବର୍ଷା, ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଝଡ଼ ବର୍ଷା ପାଇଁ  ଆଜି ୩ ଘଣ୍ଟା ପାଇଁ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସକାଳ ୯ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି ଅନୁଗୋଳ, ଢେଙ୍କାନାଳ,…

ଲିବିୟାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ: ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଲିବିୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ । ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ। ଲିବିୟାର ପୂର୍ବ ତଟରେ ଅବସ୍ଥିତ ଡର୍ନା ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଅଧିକ ଲୋକ ନିଖୋଜ ହୋଇଥିବା ପୂର୍ବାଞ୍ଚଳ ଲିବ୍ୟାର…

ୟୁରୋପରେ ତାଣ୍ଡବ ରଚୁଛି ‘ୟୁନିସ’: ଘଣ୍ଟାକୁ ୨୦୦ କିମିରେ ବହୁଛି ପବନ, ୯ ମୃତ, ୪୩୬ ବିମାନ ବାତିଲ

ୟୁରୋପରେ ୟୁନିସ ନାମକ ଝଡ ଯୋଗୁଁ ପ୍ରକୃତି ଅଶାନ୍ତ ହୋଇପଡିଛି। ଏହାର ପ୍ରଭାବରେ ଆଟଲାଣ୍ଟିକ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼। ଶୁକ୍ରବାର ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କରୀ ଝଡ଼ ଯୋଗୁ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କ ଜୀବନ ଯାଇଛି। ଝଡ…

ପ୍ରଳୟଙ୍କରୀ ବାତ୍ୟା ଫନିକୁ ପୂରିଲା ଦୁଇବର୍ଷ, ଆଖିରେ ଏବେବି ନାଚୁଛି ସାମୁଦ୍ରିକ ଝଡ଼ର କରାଳ ରୂପ

କେନ୍ୟୁଜ୍(ବ୍ୟୁରୋ):  ପ୍ରଳୟଙ୍କରୀ ବାତ୍ୟା ଫନିକୁ ପୂରିଲା ଦୁଇବର୍ଷ । ହେଲେ ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ୨୦୧୯ ମସିହା ଆଜିର ଦିନରେ ଓଡିଶା ଉପକୂଳରେ ମାଡ ହୋଇଥିଲା ସାମୁଦ୍ରିକ ଝଡ ଫନି । ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲା । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ…

ଆସନ୍ତା ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍’, ୧୦୦ ରୁ ୧୧୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର (କେନ୍ୟୁଜ) : ବାତ୍ୟାର ରୂପ ନେବ ‘ନିଭାର୍’ । ଆସନ୍ତା ୨୫ ତାରିଖ ଅପରାହ୍ଣ ସୁଦ୍ଧା ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ସେହିପରି ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍କା ଅନୁଭୂତ…

ରାଜନଗର: ବାତ୍ଯା ସମୟରେ ଘର ମରାମତି କରୁଥିବା ବେଳେ ପବନ ମାଡରେ ଜଣେ ଗୁରୁତର

ରାଜନଗର(କେନ୍ଯୁଜ୍): ରାଜନଗର ମହିଁଷାସୁର ଗାଁରେ ବାତ୍ଯା ସମୟରେ ଘର ମରାମତି କରୁଥିବା ବେଳେ ପବନ ମାଡରେ ଜଣେ ଗୁରୁତର। ଆହତ ଯୁବକ ଜଣକ ହେଉଛନ୍ତି ମହିଁଷାସୁର ଗ୍ରାମର ସୁଧିର ବାରିକ। ଘଟଣାସ୍ଥଳରେ ଗୁରୁତର ବ୍ଯକ୍ତିଙ୍କୁ ରାଜନଗର ଗୋଷ୍ଟି ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସ୍ପେନରେ ଗ୍ଲୋରିଆ ଝଡ ନେଲାଣି ୧୧ ଜୀବନ, ଅନେକ ଲୋକ ନିଖୋଜ

ସ୍ପେନରେ ଗ୍ଲୋରିୟା ଝଡ କାରଣରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ୍‌ ଅଛନ୍ତି। ପ୍ରକୃତିର ଏହି ତାଣ୍ଡବ କାରଣରୁ ନଦୀ ମୁହାଣ ଭାଙ୍ଗି ଯିବାରେ ଲାଗିଛି। ପୂର୍ବ ସ୍ପେନରେ ବଡ କୃଷି କ୍ଷେତ୍ରରେ ଖାର ସମୁଦ୍ର ପାଣି ଭରିବାରେ ଲାଗିଛି। ଏହି ଝଡରେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା…