Browsing Tag

suspence daeth

ସୋର ତେଣ୍ଟେଇ ଗାଁରେ ଦୁଇ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା : ଆସିଲା ବ୍ୟବଚ୍ଛେଦ ରିପୋର୍ଟ !

ବାଲେଶ୍ୱର : ସୋର ତେଣ୍ଟେଇ ଗାଁରେ ଦୁଇ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ବିଷକ୍ରିୟା ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ହେମନ୍ତ ରାଉଳ ଏନେଇ ସୂଚନା ଦେଇଛନ୍ତି । ଶନିବାର ଦିନ ରାତିରେ ଶୋଇଥିବା ବେଳେ…