Below header
Browsing Tag

T20 tournament

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ ଖେଳାଯିବ T20 ଟୁର୍ଣ୍ଣାମେଣ୍ଟ, ଆସିବେ IPL ଷ୍ଟାର

କଟକ (କେନ୍ୟୁଜ): ଆସନ୍ତା ୧୫ ତାରିଖରୁ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ। ବାରବାଟି ଷ୍ଟାଡିୟମ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୈରବ୍ ଚନ୍ଦ୍ର ମହାନ୍ତିଙ୍କ ନାମରେ ଏହି ଟୁର୍ଣ୍ଣାମେଣ୍ଟକୁ ବିସି ମେମୋରିଆଲ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ…