Browsing Tag

temperature drop

କମିବ ରାତିର ତାପମାତ୍ରା: ଆଗାମୀ ୨ଦିନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଲେଉଟିବ ଶୀତ। କମିବ ରାତିର ତାପମାତ୍ରା। ଆଗାମୀ ୨ଦିନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୫ଦିନ ଧରି ପାଗ ଶୁଖିଲା ରହିବ ଓ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଗତ…