Below header
Browsing Tag

tension in petrol pump

ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି, ଯାଜପୁର ବରୀ ଅଞ୍ଚଳରେ ଉତ୍ତେଜନା

ଯାଜପୁର (କେ ନ୍ୟୁଜ୍‌): ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ମାଉଣ୍ଡ ମୁଖ୍ୟ ବଜାରରୁ। ବରୀ ମାଉଣ୍ଡ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଆଜି କିଛି ଲୋକ ଗାଡ଼ିରେ ତେଲ ପାଇବାକୁ ଆସିଥିଲେ। ସେମାନେ ତେଲ ପକାଇ କିଛି ବାଟ…