Below header
Browsing Tag

tere bina teaser release

ସଲମାନଙ୍କ ନୂଆ ଗୀତ ‘ତେରେ ବିନା’ର ଟିଜର ରିଲିଜ, ପୁଣି ଜ୍ୟାକଲିନଙ୍କ ସହ ରୋମାନ୍ସ କଲେ ଭାଇଜାନ

ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଏକ ନୂଆ ଗୀତ ‘ତେରେ ବିନା’ର ଟିଜର ଲଞ୍ଚ ହୋଇଛି। ଏହି ଗୀତଟି ଆସନ୍ତାକାଲି ଅର୍ଥା ୧୨ ମଇରେ ଲଞ୍ଚ ହେବ। ଏଥିରେ ସଲମାନଙ୍କ ସହ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ମଧ୍ୟ ନଜର ଆସିବେ। ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ସଲମାନ୍ ଖାନ୍ ଓ ଜ୍ୟାକିଲନ୍…