Below header
Browsing Tag

tiger dead

ମହାବଳକୁ ବିଷ ଦେଇ ମାରିଦେବା ଅଭିଯୋଗ ପରେ ତନାଘନା, ଓଡ଼ିଶା ଓ ଛତିଶଗଡ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ): ମହାବଳ ବାଘକୁ ବିଷ ଦେଇ ମାରିଦେବା ଅଭିଯୋଗ ପରେ ବନବିଭାଗର ତନାଘନା ଆରମ୍ଭ। ଛତିଶଗଡ ଉଦନ୍ତୀ ଅଭୟାରଣ୍ୟରେ ଏକ ମହାବଳ ବାଘକୁ ବିଷଦେଇ ମାରିଦେବା ଘଟଣାରେ ଓଡ଼ିଶା ଓ ଛତିଶଗଡ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ। ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡର ପାଟଦରା ସଂରକ୍ଷିତ ଜଙ୍ଗଲର…

ଭଞ୍ଜନଗର: ଜଙ୍ଗଲରେ ଛାଡିବା ସମୟରେ ଆଖି ବୁଜିଲା ଉଦ୍ଧାର ହୋଇଥିବା କଲରାପତରିଆ ବାଘ

ଭଞ୍ଜନଗର(କେନ୍ୟୁଜ୍):  ଆଖି ବୁଜିଲା ଉଦ୍ଧାର ହୋଇଥିବା କଲରାପତରିଆ ବାଘ। ଆଜି ଗଂଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନରେ ଥିବା ନଗୁଡୁ ବଡପଥର ନିକଟରୁ ବାଘଟିକୁ ଉଦ୍ଧାର କରାଯାଇଥିଲା। ବାଘଟି ବାରହା ପାଇଁ ବିଛାଯାଇଥିବା ଫାଶରେ ଲାଗିଯାଇଥିଲା। ଏହି ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି…