ମରୁଭୂମିରେ ଖାଲିଦେହରେ ବ୍ୟାକ୍ଫ୍ଲିପ୍ ମାରୁଥିବା ନଜର ଆସିଲେ ଟାଇଗର, ଯାହାକୁ ଗଣି ଗଣି ଥକ୍କି ଯିବେ ଆପଣ
ବଲିଉଡର ଆକ୍ସନ କିଙ୍ଗ ଟାଇଗର ଶ୍ରଫ ଆଜି ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଏଥିପାଇଁ ତାଙ୍କ ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଟାଇଗର ଶ୍ରଫ ନିଜ ଜନ୍ମଦିନରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ମରୁଭୂମିରେ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଲଗାତାର ଭାବେ…