Below header
Browsing Tag

tiger skin seized in bhubaneswar

ବରଗଡ଼ ଭଟ୍‌ଲି ଛକ ନିକଟରୁ ବାଘ ଛାଲ ସହ ଦାନ୍ତ ଓ ନଖ ଜବତ କଲା କ୍ରାଇମବ୍ରାଞ୍ଚ STF, ୩ଅଟକ

ବରଗଡ଼: ବରଗଡ଼ ଜିଲ୍ଲାରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF। ବାଘ ଛାଲ ସହ ଦାନ୍ତ ଓ ନଖ ମଧ୍ୟ ଜବତ କରାଯାଇଛି। ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି କ୍ରାଇମ୍‌ବ୍ରାଞ୍ଚର ତନାଘନା ଜାରି ରହିଛି। ୱାଇଲ୍ଡ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ , ସ୍ପେଶିଆଲ ଟାସ୍କ ଫୋର୍ସ, ବରଗଡ଼ ଜିଲ୍ଲା ଟାଉନ ପୋଲିସ…

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ ଘଟଣା, ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ଦୁଇ ଦିନ ରିମାଣ୍ଡରେ ନେଇଛି…

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ରିମାଣ୍ଡରେ ଆଣିଛି ପୋଲିସ । ତାକୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇ ଦିନ ରିମାଣ୍ଡରେ ନେଇଛି । ବାଘ ଛାଲ ର‍୍ୟାକେଟରେ ଆଉ କିଏ କିଏ ଅଛନ୍ତି, କେଉଁ ଜଙ୍ଗଲରୁ ବାଘ ଶିକାର…