Below header
Browsing Tag

tiktak star became millionaire for potato

ଆଳୁ ବନାଇଦେଲା ଜୀବନ : ଘରଭଡ଼ା ପାଇଁ ନଥିଲା ଟଙ୍କା, ଏବେ ଖେଳୁଛନ୍ତି ଲକ୍ଷରେ

ସମୟ ବେଳେ ବେଳେ ଏମିତି କଡ ଲେଉଟାଏ ଯେ ଥିଲାବାଲା ଲୋକ ବି ବଞ୍ଚିବା ପାଇଁ ରାହା ଖୋଜେ । ଏମିତି ଏକ ସମୟ ଆସିଥିଲା ପପିଙ୍କ ଜୀବନରେ । ଯିଏ କି ଦିନେ ଘର ଭଡ଼ା ଦେବାକୁ ସକ୍ଷମ ନଥିଲେ । ହେଲେ ଆଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର ଏହି ଜୀବନ ବଦଳିବା ପଛରେ କେଉଁ ଲୋକଙ୍କର ହାତ…