Below header
Browsing Tag

time travel

ସତରେ ଥାଏ କି ଟାଇମ୍‌ ଟ୍ରାଭେଲ୍‌ ? ଅନେକ ରହସ୍ୟମୟୀ ଘଟଣାରେ ମିଳିଛି ପ୍ରମାଣ

ଟାଇମ୍‌ ଟ୍ରାଭେଲକୁ ନେଇ ଅନେକ ଦାବି କରାଯାଇଛି । କିନ୍ତୁ ଏପରି କିଛି ପ୍ରକୃତରେ ଘଟିଛି କି ନାହିଁ ତାହା ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଅନେକ ଲୋକଙ୍କ ଦ୍ୱାରା ଦାବି କରାଯାଇଛି ଟାଇମ୍‌ ଟ୍ରାଭେଲ୍‌ ଭଳି ଜିନିଷ ସତରେ ହୋଇଛି । ତେବେ ଆସନ୍ତୁ ଏହି ଘଟଣା ବିଷୟରେ ଜାଣିବା । ପ୍ରଥମ ଘଟଣା…

ଟାଇମ ଟ୍ରାଭେଲରେ ମାହିର ଥିଲେ ବୈଜ୍ଞାନିକ ନିକୋଲା ଟେସଲା, ଅଚାନକ ଗାୟବ ହୋଇ ଲୋକଙ୍କୁ ଦେଉଥିଲେ ଚକମା

ଟାଇମ ଟ୍ରାଭେଲ ବା ସମୟ ଭ୍ରମଣ । ଯେଉଁଥିରେ ଲୋକମାନେ ଅତୀତ ଏବଂ ଭବିଷ୍ୟତକୁ ଯାଇପାରି । ଏହି କଥା ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏକ ରହସ୍ୟମୟ ବିଷୟହୋଇ ରହିଛି । ତେବେ ଏଥିପାଇଁ ଆମେରିକାର ବିଶିଷ୍ଟ ବୈଜ୍ଞାନିକ ନିକୋଲା ଟେସଲା ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଥିଲେ । କୁହାଯାଏ ଯେ ସେ…