Browsing Tag

traditions in indonesia

ଏଠି ଗଛ ଗଣ୍ଡିରେ ମୃତ ଶିଶୁଙ୍କୁ ଦିଆଯାଏ ସମାଧି, ସତ ଜାଣିଲେ ଚମକି ପଡ଼ିବେ ଆପଣ

ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି, ଯାହାକି ଆମକୁ ଅଜବ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ସାଧାରଣତଃ କୌଣସି ଶିଶୁର ମୃତ୍ୟୁ ଘଟିଲେ, ତାକୁ ମାଟି ଖୋଳି ପୋତି ଦିଆଯାଏ।…