ଅଶୁଭ ରବିବାରରେ ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୬ଜୀବନ
ମହାକାଳପଡା /ଜଳେଶ୍ୱର/ମୋହନା /ପାରାଦୀପ: ଅଶୁଭ ରବିବାର । ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ । କେନ୍ଦ୍ରାପଡା ୫୫ ନଂ ଜାତୀୟ ରାଜପଥ ଟିକରପଙ୍ଗା ଛକ ନିକଟରେ ଚାପିଦେଲା ଅଜଣା ଗାଡ଼ି । ୨ ଜଣ ଯୁବକ ପାରାଦୀପରୁ ବାଇକରେ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା ।…