ଅମୃତସରରୁ ହାୱଡା ଯାଉଥିବା ଟ୍ରେନରେ ବିସ୍ଫୋରଣ, ପ୍ରାଣ ବିକଳରେ ଡେଇଁଲେ ଲୋକ, ୪ ଆହତ
ଅମୃତସରରୁ ହାୱଡା ଯାଉଥିବା ଟ୍ରେନରେ ବିସ୍ଫୋରଣ । ବିସ୍ଫୋରଣ ଶବ୍ଦ ଶୁଣି ଯାତ୍ରୀ ପ୍ରାଣ ବିକଳରେ ଧାଆଁ ଦୌଡ ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଫତେହଗଡର ସାହିବର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହା କୌଣସି ବୋମା ବିସ୍ଫୋରଣ ନ ଥିଲା । ଫତେହଗଡ ସାହିବର ସରହିନ୍ଦ ଷ୍ଟେସନ…