ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ପୁରୀ : ପୁରୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ପିପିଲି ହାଟ ଛକର ସେକ୍ ଅବଦୁଲ ଅମିର । ବ୍ରାଉନସୁଗର ବେପାର ଅଭିଯୋଗରେ ଅବଦୁଲ ଗିରଫ ହୋଇ ଜେଲରେ ଥିଲେ । ପିପିଲି ପୋଲିସ ସହାୟତାରେ ଅବଦୁଲଙ୍କୁ ଗିରଫ କରିଥିଲା ପୁରୀ ପୋଲିସ । ଗିରଫ ପରେ ତାଙ୍କୁ ପୁରୀ - କୋଣାର୍କ ରୋଡ…