ଲାଲଗଡରେ ମହିଳା ଦିବସରେ ଗୋଟିଏ ଦିନ ପାଇଁ ଥାନା ଅଧିକାରୀ ସାଜିଲେ ୩ ଆଦିବାସୀ ଛାତ୍ରୀ, ଛତିଶଗଡ ପୋଲିସ ସହ କଲେ…
ମାଲକାନଗିରି(କେନ୍ୟୁଜ୍): ଗୋଟିଏ ଦିନର ପୋଲିସ ସାଜିଲେ ୩ ଆଦିବାସୀ ଛାତ୍ରୀ। ଏହା କୌଣସି ଫିଲ୍ମୀ କାହାଣୀ ନୁହେଁ ବରଂ ମାଓ ଇଲାକା ଏକ ଚିତ୍ର ଯାହା ଏବେ ସମସ୍ତଙ୍କୁ ଖୁସି କରୁଛି । ମାନକାନଗିରି ସୀମାନ୍ତ ଛତିଶଗଡ କୋଣ୍ଟା ଥାନାରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ଯେଉଁଠି ୩ ଜଣ…