Below header
Browsing Tag

truck driver looted

ଖୋର୍ଦ୍ଧା ଜାତୀୟ ରାଜପଥ କୁହୁଡି ନିକଟରେ ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ, ଲୁଟି ନେଲେ ୧୦,୦୦୦ ଟଙ୍କା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁହୁଡି ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭରଙ୍କୁ  ଖଣ୍ଡା ଭୁଜାଲି ଦେଖାଇ  ନଗଦ ଦଶ ହଜାର ଟଙ୍କା ଲୁଟିନେଲେ ଲୁଟେରା । କେନ୍ଦୁଝର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଟ୍ରକ ଚାଳକ ଢ଼ାବାରେ ଖାଇବା ପାଇଁ…