Below header
Browsing Tag

truck getting fire

ଲୁହା ପଥର ଲୋଡିଂ ପାଇଁ ଠିଆ ହୋଇଥିବା ୧୬ ଚକିଆ ଟ୍ରକରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ, ଦେଖନ୍ତୁ ଭିଡିଓ

କେନ୍ଦୁଝର(କେ ନ୍ୟୁଜ): 16 ଚକିଆ ଟ୍ରକ ରେ ଲାଗିଗଲା ନିଆଁ | କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଗୁଆଳି ନିକଟରେ ଲୁହା ପଥର ଲୋଡିଂ ପାଈଁ ଠିଆ ହୋଇଥିବା ଏକ ଟ୍ରକ ରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଗତ ରାତିରେ ନୂଆଁଗାଁ ଖଣିରୁ ଲୁହା ପଥର ଲୋଡିଂ ପାଇଁ ଏହି ଟ୍ରକ ଟି…