ଲୁହା ପଥର ଲୋଡିଂ ପାଇଁ ଠିଆ ହୋଇଥିବା ୧୬ ଚକିଆ ଟ୍ରକରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ, ଦେଖନ୍ତୁ ଭିଡିଓ

କେନ୍ଦୁଝର(କେ ନ୍ୟୁଜ): 16 ଚକିଆ ଟ୍ରକ ରେ ଲାଗିଗଲା ନିଆଁ | କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଗୁଆଳି ନିକଟରେ ଲୁହା ପଥର ଲୋଡିଂ ପାଈଁ ଠିଆ ହୋଇଥିବା ଏକ ଟ୍ରକ ରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଗତ ରାତିରେ ନୂଆଁଗାଁ ଖଣିରୁ ଲୁହା ପଥର ଲୋଡିଂ ପାଇଁ ଏହି

ଟ୍ରକ ଟି ଛିଡା ହୋଇଥିଲା । ଖବର ପାଇଁ ରୁଗୁଡି ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିପରି ଟ୍ରକ ରେ ନିଆଁ ଲାଗିଲା ତାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.