Browsing Tag

twitter rule

ଭାରତରେ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ଵିଟର ପାଇଁ ପଡିଲା ମହଙ୍ଗା, ହରାଇଲା ଆଇନଗତ ସୁରକ୍ଷା ଅଧିକାର

ନୂଆଦିଲ୍ଲୀ(କେ ନ୍ୟୁଜ):  ଭାରତରେ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ଵିଟର ପାଇଁ ମହଙ୍ଗା ପଡିଛି । ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ଵିଟର । ମେ ୨୫ ତାରିଖରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ଵିଟର ପାଳନ କରିନାହିଁ । ଏହାପରେ ଟ୍ଵିଟର ବିରୋଧରେ ଏଭଳି…