ନବରଙ୍ଗପୁରରେ ତିନି ଭଉଣୀଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ, ଜୋରଦାର ଚାଲିଛି ପ୍ରଚାର
ନବରଙ୍ଗପର(କେନ୍ଯୁଜ୍): ନବରଙ୍ଗପୁରରେ ତିନି ଭଉଣୀଙ୍କ ମଧ୍ୟରେ ଲଢ଼େଇ । ନିର୍ବାଚନ ମଇଦାନରେ ତିନି ଭଉଣୀ ସାଜିଛନ୍ତି ପରସ୍ପରର ପ୍ରତିଦ୍ଵନ୍ଦୀ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ଏଭଳି କିଛି ଦେଖିବାକୁ ମିଳିଛି । ବିଜେଡିରୁ ଜଣେ, କଂଗ୍ରେସରୁ ଆଉ ଜଣେ ପ୍ରାର୍ଥୀ ହୋଇଛନ୍ତି ।…