Browsing Tag

utkalamani

ଆଉ ଥରେ ଫେରି ଆସ ହେ ଦାସେ ଆପଣେ……

ଦାସେ ଆପଣେ ହେ ପ୍ରଣତି ଘେନିବ ଓଡ଼ିଶା ବାସୀଙ୍କ ଠାରୁ ଶୟନେ ସପନେ ଜାଗରଣେ ଅବା ଉତ୍କଳୀୟ ଆମେ ଝୁରୁ । । ତୁମ ଦୁଇ ଆଖି ଅଶ୍ରୁର ପ୍ଲାବନ ଗରିବ ଓଡ଼ିଆ ପାଇଁ ସେମାନଙ୍କ ଦୁଃଖ ସହି ପାରନାହିଁ ଦିନ ରାତି ନିଦ କାଇଁ ।ା କେଡଡ଼େ ବଡ଼ ତୁମ ଅନ୍ତର ଦାସେ ହେ ଉଦାର କେତେ ମହାନ ଉପାସିଆ ପେଟ…