Browsing Tag

visual impaired

ରେଭେନସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କର ମେଡିଆ କନଫରେନସ

କଟକ (କେନ୍ଯୁଜ୍) : ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିୟନ୍‌ ଫର୍‌ ଭିଜୁଆଲ୍‌ ଇମ୍ପାୟର୍ଡ ପକ୍ଷରୁ ରେଭେନସା ବିଶ୍ୱବିଦ୍ୟାଳୟର ସେଭେନଥ୍‌ ପିଲାର ଆନେକ୍ସ-ଟୁରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କର ମେଡିଆ କନଫରେନସ । ସାରା ରାଜ୍ୟର ଦୁଇ ଶହରୁ ଅଧିକ ଦୃଷ୍ଟିହୀନ ଛାତ୍ରଛାତ୍ରୀ ସମ୍ମିଳନୀରେ ଯୋଗ ଦେଇଥିଲେ…