Below header
Browsing Tag

vivah muhurat

ବିବାହ ମୁହୂର୍ତ୍ତ : ଆସନ୍ତା ୬ ମାସରେ ବିବାହ ପାଇଁ ପଡୁଛି ୪୫ ଶୁଭ ମୁହୂର୍ତ୍ତ,ଜାଣନ୍ତୁ କେବେ କ’ଣ ?

ଏହି ବର୍ଷ ଜୁଲାଇ ମାସ ୨୦ ତାରିଖ ଦେବ ଶୟନ ଏକାଦଶୀ ଠାରୁ ୧୪ ନଭେମ୍ବର ଦେବୋଥ୍ଥାନ ଏକାଦଶୀ ପର୍ଯ୍ୟନ୍ତ ବନ୍ଦ ରହିଥିବା ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ବର୍ଷ ନଭେମ୍ବର ୧୫ ତାରିଖରେ ଏକାଦଶୀ ତିଥି ରହିଥିବାରୁ ଏହି ଦିନ ତୁଳସୀ ବିବାହ ଆୟୋଜନ କରାଯାଇଛି । ଫଳରେ ୪ ମାସ ଧରି ଶୁଭ କାର୍ଯ୍ୟ…

ବିବାହ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଏଥର ରହିଛି ମାତ୍ର ୧୩ ଟି ଶୁଭ ମୁହୂର୍ତ୍ତ: ନଭେମ୍ବର ୧୪ ରୁ ହେବ ଆରମ୍ଭ

ଆଷାଢ଼ ମାସ ଦେବଶୟନି ଏକାଦଶୀ ଦିନ ଭଗବାନ ବିଷ୍ଣୁ ପାତାଳ ଲୋକରେ ବିଶ୍ରାମ ନେଇଥାନ୍ତି। ଏବଂ ଏହି ଦିନ ଠାରୁ ଚତୁଃମାସି ଆରମ୍ଭ ହୋଇଥାଏ । ଏହି ଚତୁର୍ମାସ ବେଳେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ଯେପରି କି ବିବାହ, ଘର ପ୍ରତିଷ୍ଠା , ବ୍ରତ ଘର ଆଦି କାର୍ଯ୍ୟ ହୁଏନାହିଁ। ଚାରି ମାସ…