ଅଫିସରେ CEO ଙ୍କ ଡ୍ୟାନ୍ସ, କେବେ ଦେଖିଛନ୍ତି କି! ଦେଖନ୍ତୁ ଏହି ଭିଡିଓ
ୱେଲ୍ସପନ୍ ଇଣ୍ଡିଆ ଲିମିଟେଡ୍ର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର(CEO) ଓ ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ଦୀପାଲି ଗୋଏଙ୍କା ଅଫିସରେ କିଛି ଏମିତି କରିଛନ୍ତି, ଯାହାକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ସେ କର୍ମଚାରୀଙ୍କ ସହ ବଲିଉଡ୍ ଗୀତରେ ଡ୍ୟାନ୍ସ କରୁଛନ୍ତି। ଟ୍ଵିଟରରେ ଏହି…