Below header
Browsing Tag

wife dead

ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଦେହାନ୍ତ, ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ସୂଚନା

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଙ୍କ ପତ୍ନୀଙ୍କର ପରଲୋକ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କର ପତ୍ନୀ ସୀତା ଦହଲ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ଖରାପ ରହିଥିଲା । ଏଥିପାଇଁ ସୀତାଙ୍କର ଚିକିତ୍ସା ନର୍ବିକ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚାଲିଥିଲା । ଆଜି ସୀତା ହାର୍ଟ…

ବାଇକକୁ ଧକ୍କା ଦେଲା ଟ୍ରକ: ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ଯାଜପୁର (କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ଥମୁନି ଦୁର୍ଘଟଣା। ବିଶେଷ କରି ଚଣ୍ଡିଖୋଲରୁ ଜାରକା ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି। ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ ଧକ୍କା…