Browsing Tag

wife murder husband

ପ୍ରେମିକକୁ ସ୍ବାମୀର ସୁପାରି କିଲର ଦେଇଥିଲା ସ୍ତ୍ରୀ, ଭିଡିଓ କଲ୍‌ କରି ଦେଖିଲା ଲାଇଭ ମର୍ଡର

ସ୍ବାମୀକୁ ହତ୍ୟା କରିବା ପାଇଁ ପ୍ରେମିକର ସାହାରା ନେଲା ସ୍ତ୍ରୀ । ଆଉ ପ୍ରେମିକ ଭିଡିଓ କଲ୍‌ କରି ସ୍ତ୍ରୀକୁ ଦେଖାଇଲା ସ୍ବାମୀର ଲାଇଭ ମର୍ଡର । ଏମିତି ଘଟଣା ମଧ୍ୟପ୍ରଦେଶର ଭୋପାଳ ଛତ୍ରପୁରରେ ଘଟିଛି । କିଛିଦିନ ତଳେ ଯୁବକଙ୍କ ନିଖୋଜ ରିପୋର୍ଟ ହରପାଲପୁର ଥାନାରେ ଅଭିଯୋଗ ହୋଇଥିଲା ।…

ପ୍ରେମିକକୁ ପାଇବା ପାଇଁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ଖାଇବାରେ ଦେଉଥିଲା ସ୍ଲୋ ପଏଜନ

ବିବାହ ଏବେ ଆଉ ଶାଶ୍ୱତ ବା ଚିରନ୍ତନ ହୋଇ ରହିନାହିଁ । ପ୍ରେମ ପାଲଟି ଯାଇଛି ପାପ । ବିବାହ ଅପେକ୍ଷା ବିବାହ ବ୍ୟତିରକ ସମ୍ପର୍କ ବା ଏକ୍ସଟ୍ରା ମାରିଟାଲ ରିଲେସନ ଅଧିକ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ସାନ୍ତାକ୍ରୁଜରେ । ଜଣେ ମହିଳା ତାର ପ୍ରେମିକକୁ ପାଇବା…