Below header
Browsing Tag

woman cricketer

ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ

(କେନ୍ୟୁଜ): ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ଗୁରୁଡିଝାଟିଆ ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ରାଜଶ୍ରୀଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ଅଧିକ ତଦନ୍ତ ଲାଗି ଭିସେରା ରିପୋର୍ଟକୁ…

କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଜଙ୍ଗଲରୁ ମିଳିଲା ଗାଡ଼ି ଓ ହେଲମେଟ୍

କଟକ (କେନ୍ୟୁଜ): ରହସ୍ୟରେ ମହିଳା କ୍ରିକେଟ ଖେଳାଳି ନିଖୋଜ ଘଟଣା। ଓରନ୍ଦା ଜଙ୍ଗଲ ନିକଟରୁ ମିଳିଲା ସ୍କୁଟି ଓ ହେଲମେଟ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ମଙ୍ଗଳବାଗ…