Below header
Browsing Tag

woman in Indore

ସ୍ବାମୀଙ୍କ ମୋବାଇଲରେ ଥିଲା ବହୁ ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ, ପତ୍ନୀ ଦେଖିବା ପରେ ନେଲେ ଏହି ଜବରଦସ୍ତ ପଦକ୍ଷେପ

ଇନ୍ଦୋର : ଇନ୍ଦୋରରେ ଏକ ବିବାହିତ ମହିଳାଙ୍କ ସହିତ ହୋଇଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି  । ଜଣେ ମହିଳା ଯେତେବେଳେ ନିଜ ସ୍ବାମୀଙ୍କ ଫୋନ୍ ଚେକ୍ କଲେ ସେତେବେଳେ ସେଥିରୁ ଏକିତି ଫଟୋ ମିଳିଲା ଯାହାକୁ ଦେଖି ତାଙ୍କ ହୋସ୍ ଉଡିଗଲା । ଏହାପରେ ସେ କାହାକୁ କିଛି ନଜଣାଇ ସିଧା ପୋଲିସ୍ ପାଖରେ…