Below header
Browsing Tag

women shg group

ସ୍ବୟଂ ସହାୟିକା ମହିଳା ମହାସଂଘ ଆକାଉଣ୍ଟରୁ ୧୭.୯୬ ଲକ୍ଷ ଲୁଟ୍‌, ସଞ୍ଚୟ ଅର୍ଥ ଫେରସ୍ତ ପାଇଁ ୫୦୦ ଉର୍ଦ୍ଧ୍ଵ ମହିଳାଙ୍କ…

ଆଳି(କେନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତର ୫୬ ସ୍ବୟଂ ସହାୟିକା ଗୋଷ୍ଠୀକୁ ନେଇ ଗଠିତ ପଞ୍ଚାୟତ ମହିଳା ମହାସଂଘ ଆକାଉଣ୍ଟରୁ ୧୭.୯୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଗତ ମାର୍ଚ୍ଚ ୪ ତାରିଖରୁ ଏ ସମ୍ପର୍କରେ ଆଳି ଥାନାରେ ଏତଲା ହୋଇଥିବା ବେଳେ ସେହିଦିନ ବିଡିଓଙ୍କ…

ମହିଳାମାନେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ‌ସ୍ତରରେ କରିପାରୁଛନ୍ତି ମଜବୁତ୍‌, ଯାହାର ଉଦାହରଣ ଏମାନେ

ଚାନ୍ଦବାଲି/ସାଲେପୁର:  ଭଦ୍ରକ ଜିଲ୍ଲା କାଣ୍ଡଗରଡି ଆମ୍ବ୍ରୋପଲି ଉପ୍ତାଦକ ସ୍ୱୟଂ ସହାୟିକା ଗୋଷ୍ଠୀ । ପାଖାପାଖି ୩୦ ଜଣ ସ୍ୱୟଂ ସହାୟିକା ଗୋଷ୍ଟୀର ମହିଳାମାନେ ଭାଗ ଭାଗ ହୋଇ ଏଠାରେ ତିଆରି କରୁଛନ୍ତି ଅଙ୍ଗନବାଡି ପିଲାଙ୍କ ଡ୍ରେସ । ଏହି ଡ୍ରେସ ଅଙ୍ଗନବାଡି କେନ୍ଦ୍ରରେ ଦେଇ ଯାହା ଅର୍ଥ…