Browsing Tag

wood smuggler

‘ପୁଷ୍ପା’ ଫିଲ୍ମ ଭଳି ରକ୍ତ ଚନ୍ଦନ ତସ୍କରୀ କରୁଥିବା ବେଳେ ମାଡ଼ି ବସିଲା ପୋଲିସ, ୫୫ କାଠୁରିଆଙ୍କ ସହ ୩ ତସ୍କର ଗିରଫ

ଅଲ୍‌ଲୁ ଅର୍ଜୁନଙ୍କ ହିଟ୍‌ ଫିଲ୍ମ ‘ପୁଷ୍ପା’ ଏବେ ବକ୍ସ ଅଫିସ୍‌ରେ ମୋଟା ଅଙ୍କର ରୋଜଗାର କରିଛି। ଏହି ଫିଲ୍ମରୁ ଲୋକମାନେ ଆଉ କିଛି ଶିଖନ୍ତୁ କି ନ ଶିଖନ୍ତୁ, ଚୋରି କିନ୍ତୁ ଶିଖି ଯାଇଛନ୍ତି। ଆଉ ମନେ ମନେ ନିଜକୁ ଭାବି ନେଇଛନ୍ତି ପୁଷ୍ପରାଜ୍‌। ତେବେ ମନେ ମନେ ନିଜକୁ ହିରୋ ଭାବି ରକ୍ତ ଚନ୍ଦନ…