Browsing Tag

worker returned

ବ୍ରହ୍ମପୁର ଫେରିଲେ ୧୫ଶହ ଓଡ଼ିଆ ଶ୍ରମିକ, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ…

ବ୍ରହ୍ମପୁର: ବ୍ରହ୍ମପୁର ଫେରିଲେ ଓଡ଼ିଆ ଶ୍ରମିକ । ଗତକାଲି ପୂର୍ବାହ୍ନରେ ମୁମ୍ବାଇ ଓ ପୁନେରୁ ପ୍ରାୟ ୧୫ଶହ ଶ୍ରମିକ ଟ୍ରେନ ଯୋଗେ ବ୍ରହ୍ମପୁର ଫେରିଥିବା ବେଳେ ତାମିଲନାଡୁ ଓ କେରଳରୁ ମଧ୍ୟ କିଛି ଓଡ଼ିଆ ଶ୍ରମିକ ଘରକୁ ଫେରିଛନ୍ତି । ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,…