Below header

ବ୍ରହ୍ମପୁର ଫେରିଲେ ୧୫ଶହ ଓଡ଼ିଆ ଶ୍ରମିକ, ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସମସ୍ତଙ୍କୁ ପଠାଯାଇଛି ଘରକୁ

ବ୍ରହ୍ମପୁର: ବ୍ରହ୍ମପୁର ଫେରିଲେ ଓଡ଼ିଆ ଶ୍ରମିକ । ଗତକାଲି ପୂର୍ବାହ୍ନରେ ମୁମ୍ବାଇ ଓ ପୁନେରୁ ପ୍ରାୟ ୧୫ଶହ ଶ୍ରମିକ ଟ୍ରେନ ଯୋଗେ ବ୍ରହ୍ମପୁର ଫେରିଥିବା ବେଳେ ତାମିଲନାଡୁ ଓ କେରଳରୁ ମଧ୍ୟ କିଛି ଓଡ଼ିଆ ଶ୍ରମିକ ଘରକୁ ଫେରିଛନ୍ତି । ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସପି ପିନାକ ମିଶ୍ରଙ୍କ ଉପସ୍ଥିତରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ବସ୍‌ ଯୋଗେ ସେମାନଙ୍କୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.