Below header
Browsing Tag

Xiaomi 13 series

ସ୍ପେନ ବାରସେଲୋନା ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ସାଓମି 13 ସିରିଜ, ରହିଛି ଜବରଦସ୍ତ କ୍ୟାମେରା ଫିଚର

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସିବ ସାଓମି 13 ସିରିଜ । ସ୍ପେନ ବାରସେଲୋନାରେ ଚାଲିଥିବା ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ଏହାକୁ ପ୍ରଦର୍ଶିତ କରାଯାଇଛି । ଏହା ଦୁଇଟି ମଡେଲରେ ବଜାରକୁ ଆସିବାକୁ ଯାଉଛି । ଗୋଟିଏ ସାଓମି 13 ଓ ଅନ୍ୟଟି ସାଓମି 13 ପ୍ରୋ । ଏହି ଫୋନରେ ଆପଣ ଜବରଦସ୍ତ ଫଟୋଗ୍ରାଫିର…