Browsing Tag

xiomi redmi

ରେଡମୀ ସିରିଜର ସବୁଠାରୁ ମହଙ୍ଗା ଫୋନ K20 Pro, ଆଜି ପ୍ରଥମ ସେଲରେ ପାଆନ୍ତୁ ଜବରଦସ୍ତ ରିହାତି

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ସାଓମୀ ପକ୍ଷରୁ ରେଡମୀ କେ୨୦ ପ୍ରୋ’ର ପ୍ରଥମ ସେଲ ଆଜି ଦିନ ୧୨ରେ ଉପଲବ୍ଧ ହେବ। ଗ୍ରାହକ ଏହାକୁ ଫ୍ଲିପକାର୍ଟ ସହିତ ସାଓମୀର ଅଫିସିଆଲ ୱେବସାଇଟରୁ ମଧ୍ୟ ପାଇପାରିବେ। ଏହି ଫୋନ ରେଡମୀ ସିରିଜର ସବୁଠାରୁ ମହଙ୍ଗା ଫୋନ। ଯାହାର ପ୍ରାରମ୍ଭିକ ମୂଲ୍ୟ…