Below header

ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

ଅନ୍ତରୀକ୍ଷ ବିଷୟରେ କହିଲେ ନୀଳ ଆକାଶ, କଳା ବାଦଲ, ତାରା ଜହ୍ନ ଠାରୁ ଅଧିକ ବୋଧହୁଏ ଆମେ ଆଉକିଛି ଜାଣିନାହୁଁ । ସାଧାରଣତଃ ବୈଜ୍ଞାନିକ ଓ ଗବେଷକମାନେ ରିସର୍ଚ୍ଚ କରୁଥିବା ଅନ୍ତରୀକ୍ଷ ବିଷୟରେ ଅନେକ ଆଶ୍ଚର୍ଯ୍ୟକର କଥା ଶୁଣିବାକୁ ମିଳିଥାଏ । ଯାହାକୁ ଭେଦ କରିବା ସାଧାରଣ ମଣିଷ ପାଖେ ସମ୍ଭବ ନୁହେଁ । ସାଇନ୍ସ ଫିକ୍ସନଠୁ ବି ଅଧିକ ଆଶ୍ଚର୍ଯ୍ୟକର ଅଟେ ଅନ୍ତରୀକ୍ଷର ଦୁନିଆ ।

 

 अंतरिक्ष में फूलों की खुशबू एकदम बदल जाती है. यहां तापमान, आद्रर्ता और कई कारकों की वजह से पौधे से पैदा होने वाला तैलीय तत्व प्रभावित होता है, जिसका असर खुशबू पर होता है. जापान की एक परफ्यूम कंपनी ने इस दुनिया की अलग खुशबू को पकड़कर अपने एक परफ्यूम ज़ेन में लाने की कोशिश की.

ଅନ୍ତରୀକ୍ଷରେ ଛଅ ମାସ ବିତାଇବା ପରେ ଅନ୍ତରୀକ୍ଷ ଯାତ୍ରୀମାନେ ନିଜର ବାସ୍ତବିକ ଉଚ୍ଚତାଠାରୁ ପ୍ରାୟ ତିନି ପ୍ରତିଶତ ଅଧିକ ଲମ୍ବା ହୋଇଯାଇଥାନ୍ତି । ଏହାର କାରଣ ହେଉଛି ସେମାନଙ୍କ ଉପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର କୌଣସି ପ୍ରଭାବ ପଡ଼ିନଥାଏ । ଯାହାକି ତାଙ୍କର ଉଚ୍ଚତା ବୃଦ୍ଧି କରିଥାଏ । ଯଦିଓ ଏହା ଅସ୍ଥାୟୀ ଅଟେ ଏବଂ ପୃଥିବୀକୁ ଫେରିବାର କିଛି ମାସ ପରେ ପୁଣିଥରେ ସେମାନେ ନିଜ ପୂର୍ବାବସ୍ଥାକୁ ଫେରି ଆସିଥାନ୍ତି ।

 अंतरिक्ष में छह महीने बिताने के बाद अंतरिक्षयात्री अपनी वास्तविक ऊंचाई से लगभग तीन प्रतिशत लंबे हो जाते हैं. इसकी वजह ये है कि उन पर पृथ्वी के गुरुत्वाकर्षण का कोई असर नहीं रहता है, जिससे उनका कद बढ़ जाता है. हालांकि ये अस्थायी है और जमीन पर लौटने के कुछ ही महीनों के भीतर कद वापस पहले जैसा हो जाता है.

ଏହାସହ ପଢନ୍ତୁ ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ଯେଉଁଠିକୁ ଗଲେ ଆପଣ ଫେରି ପାରିବେନି ଜୀବିତ

ସ୍ପେସରେ ପାଣି ଗରମ କରିବା ପୃଥିବୀରେ ପାଣି ଗରମ କରିବାଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । କାରଣ ପୃଥିବୀରେ ପାଣି ଗରମ କଲେ ଏଥିର ଅନେକ ଗୁଡିଏ ଫୋଟକା ସୃଷ୍ଟି ହୋଇଥାଏ କିନ୍ତୁ ଅନ୍ତରୀକ୍ଷରେ ପାଣି ଗରମ କଲେ ସେଥିରେ କେବଳ ଗୋଟିଏ ବଡ଼ ଫୋଟକା ହୋଇଥାଏ । ଏହାର କାରଣ ଖୋଜିବା ପରେ ଜଣାପଡିଥିଲା ଯେ ଏଥିପାଇଁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦାୟୀ । ସ୍ପେସରେ ଭିନ୍ନ ଭାବେ ପାଣି ଗରମ କରିବାରୁ ପ୍ରେରିତ ହୋଇ ବୈଜ୍ଞାନିକମାନେ ସ୍ପେସକ୍ରାଫ୍ଟକୁ ଶୀଘ୍ର ଥଣ୍ଡା ହେବାର ଉପାୟ ଖୋଜୁଛନ୍ତି ।

 भविष्य में स्पेस में जाने की मंशा हो तो सोडा या कोक पीने का मोह एकदम छोड़ दीजिए. स्पेस में ग्रेविटी न होने की वजह से गैस के बुलबुले निष्क्रिय पड़े रहते हैं और सोडा पीने के बाद भी डकार नहीं आती है और पेट में अजीब सा अहसास होता है. एस्ट्रोनॉट्स की इसी दिक्कत को देखते हुए ऑस्ट्रेलिया में स्पेस बियर पर प्रयोग चल रहे हैं.

ଯଦି ଆପଣ ଭବିଷ୍ୟତରେ ସ୍ପେସକୁ ଯିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ସୋଡା଼ ଓ କୋକ ପିଇବାର ଅଭ୍ୟାସକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଆନ୍ତୁ । ସ୍ପେସରେ ଗ୍ରାଭିଟି ନଥିବା କାରଣରୁ ଗ୍ୟାସର ଫୋଟକା ଗୁଡିକ ନିଷ୍କ୍ରିୟ ହୋଇଯାଇଥାନ୍ତି ଏବଂ ସୋଡା଼ ପିଇବା ପରେ ମଧ୍ୟ ହାକୁଟି ଆସିନଥାଏ ଓ ପେଟଭିତରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଅନ୍ତରୀକ୍ଷରେ ଫୁଲର ବାସ୍ନା ଭିନ୍ନ ହୋଇଥାଏ । ଏଠାରେ ତାପମାତ୍ରା, ଆର୍ଦ୍ରତା ଏବଂ ଅନ୍ୟ କାରକ ଗୁଡିକ କାରଣରୁ ଗଛରୁ ଜନ୍ମ ହୋଇଥିବା ତେଲିୟ ତତ୍ତ୍ୱ ପ୍ରଭାବିତ ହୋଇଥାଏ ଯାହାର ପ୍ରଭାବ ବାସ୍ନା ଉପରେ ପଡିଥାଏ । ସ୍ପେସରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ନଥାଏ ତେଣୁ ଶରୀରରୁ ଝାଳ ବୋହିଲେ ନା ତାହା ତଳକୁ ପଡିଥାଏ ନା ଶୁଖିଥାଏ ଯେଉଁଥିପାଇଁ ଝାଳ ଯେଉଁଠିକୁ ସେଇଠି ହିଁ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.