ଭୁବନେଶ୍ବର(କେନ୍ୟୁଜ୍): ନିଲାମ ହେବ ୧୬ ଖଣି। ଆସନ୍ତା ମାର୍ଚ୍ଚ ସୁଦ୍ଧା ନିଲାମ ପ୍ରକ୍ରିୟା ସରିବ। ଖଣି ଜରିମାନା ଆଦାୟ ପ୍ରସଙ୍ଗରେ ଏସବୁ ଖଣିକୁ ନିଲାମ କରାଯିବ। ୬ଟି ଖଣି ଲିଜ ବାତିଲ କରାଯାଇଛି। ୨୫ ଖଣିସଂସ୍ଥା ଜରିମାନା ଆଦାୟ ଉପରେ ଷ୍ଟେ ଆଣିଛନ୍ତି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି।