Below header

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭମୟ, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ଭାଗ୍ୟ

ମନ ଖୁସି ରହିବ। ଅଜ୍ଞାତ ଭୟ ଘାରିପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସାଥୀଙ୍କ ସମର୍ଥନ ପାଇବେ। ଭ୍ରମଣରେ ଯାଇପାରନ୍ତି। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳିପାରେ। ଆତ୍ମବିଶ୍ୱାସ ଭରପୂର ରହିବ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।

ମେଷ: ମନ ଖୁସି ରହିବ। ଅଜ୍ଞାତ ଭୟ ଘାରିପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସାଥୀଙ୍କ ସମର୍ଥନ ପାଇବେ। ଭ୍ରମଣରେ ଯାଇପାରନ୍ତି। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳିପାରେ।

ବୃଷ: ଆତ୍ମବିଶ୍ୱାସ ଭରପୂର ରହିବ। ଚାକିରିରେ ବରିଷ୍ଠଙ୍କ ସହଯୋଗ ମିଳିବ। ସ୍ଥାନ ପରିବର୍ତ୍ତନ ହୋଇପାରେ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।

ମିଥୁନ: ମନରେ ପ୍ରସନ୍ନତାର ଭାବ ରହିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଚାକିରିରେ ସହାୟତା ପାଇବେ। ମା’ଙ୍କ ସମର୍ଥନ ପାଇବେ। ମାନସିକ ଦ୍ୱନ୍ଦ୍ୱ ଚିନ୍ତିତ କରିବ।

କର୍କଟ: ବାଣୀରେ ମଧୁରତା ରହିବ। ଧର୍ମ ପ୍ରତି ଭକ୍ତିଭାବ ରହିବ। ଆପଣ ନିଜ ପିଲାଙ୍କଠାରୁ ଭଲ ଖବର ଶୁଣିବାକୁ ପାଇବେ। ଖର୍ଚ୍ଚ ବୃଦ୍ଧି ପାଇବ। ସୁଖର ମୁହୂର୍ତ୍ତ ରହିବ।

ସିଂହ: ମନ ଚଞ୍ଚଳ ରହିବ। ଶୈକ୍ଷିକ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରର ସମର୍ଥନ ପାଇବେ। ଘରେ ଦାୟିତ୍ୱ ବଢ଼ିପାରେ। ସଫଳତା ପାଇବାର ସମ୍ଭାବନା ଅଛି।

କନ୍ୟା: ବାହନ ସୁଖ ବଢ଼ିବ। ଭ୍ରମଣ ଖର୍ଚ୍ଚ ବଢ଼ିପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଜଣେ ରାଜନେତାଙ୍କୁ ଭେଟିବେ। ଚାକିରିରେ ପରିବର୍ତ୍ତନ ହୋଇପାରେ।

ତୁଳା: ଧୌର୍ଯ୍ୟବାନ୍‌ ହୁଅନ୍ତୁ। ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବକ୍ତବ୍ୟରେ ଭଦ୍ରତା ରହିବ। ଦାମ୍ପତ୍ୟ ସୁଖ ବଢ଼ିପାରେ। ପରିବାରର ସମର୍ଥନ ପାଇବେ।

ବିଛା: ଆଜି ଜଣେ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ଧୌର୍ଯ୍ୟହରା ହେବେ। ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଆସିପାରେ। ମାନସିକ ଶାନ୍ତି ରହିବ। ଆୟର ଉତ୍ସ ସୃଷ୍ଟି ହେବ।

ଧନୁ: ଧୌର୍ଯ୍ୟର ଅଭାବ ରହିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ଫଳାଫଳ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ଖର୍ଚ୍ଚ କମିବ।

ମକର: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଭ୍ରମଣ ଲାଭଦାୟକ ହେବ। ବାର୍ତ୍ତାଳାପରେ ସନ୍ତୁଳିତ ରୁହନ୍ତୁ। ମନରେ କ୍ରୋଧ ରହିବ।| ସାଙ୍ଗମାନଙ୍କ ସମର୍ଥନ ପାଇବେ।

କୁମ୍ଭ: ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆୟ ବୃଦ୍ଧି ପାଇବ। ସୁଖର ମୁହୂର୍ତ୍ତ ରହିବ। ଧାର୍ମିକ ସଙ୍ଗୀତ କାର୍ଯ୍ୟରେ ବ୍ୟସ୍ତ ରହିବେ।

ମୀନ: ଶାନ୍ତ ରୁହନ୍ତୁ। ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ। ଖର୍ଚ୍ଚ ବୃଦ୍ଧି ପାଇବ। ପିଲାମାନଙ୍କଠାରୁ ଭଲ ଖବର ଶୁଣିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.