ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର
ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି। ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି ।
ସମ୍ବଲପୁର (କେନ୍ୟୁଜ): ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି । ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି । ଗୁରୁତର ଯୁବକଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।