Below header
Browsing Tag

firing and looting

ଦିନ ଦ୍ବିପ୍ରହରରେ ଚଳନ୍ତା କାର ଉପରକୁ ଗୁଳିମାଡ଼, ୧୭ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ(କେନ୍ୟୁଜ) : ଚଳନ୍ତା କାର ଉପରକୁ ଗୁଳିମାଡ଼ । ଦିନ ଦ୍ବିପ୍ରହରରେ ଗୁଳିମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥରେ ଗୁଳିମାଡ ହୋଇଛି। କାର୍ ଓ ବାଇକରେ ୧୩ଜଣ ଦୁର୍ବୃତ୍ତ ଆସି କାର ଉପରକୁ ଗୁଳିମାଡ କରିଥିଲେ । ପରେ ୧୭ ହଜାର…

ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର

ସମ୍ବଲପୁର (କେନ୍ୟୁଜ): ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି । ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି । ଗୁରୁତର ଯୁବକଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

କଟକ (କେନ୍ୟୁଜ): କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କନ୍ଦରପୁର ଥାନା ପୋଲିସ୍ । ଗତ ୬ ତାରିଖରେ ଅଳଙ୍କାର ବ୍ୟବସାୟୀ ବିକାଶ ପାତ୍ର ନିଜର ଦୁଇ ଚକିଆ ଗାଡିରେ ମତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ଯାଉଥିବା ସମୟରେ ୩ଟି ବାଇକରେ ୬…