Below header

ଦିନ ଦ୍ବିପ୍ରହରରେ ଚଳନ୍ତା କାର ଉପରକୁ ଗୁଳିମାଡ଼, ୧୭ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଚଳନ୍ତା କାର ଉପରକୁ ଗୁଳିମାଡ଼ । ଦିନ ଦ୍ବିପ୍ରହରରେ ଗୁଳିମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥରେ ଗୁଳିମାଡ ହୋଇଛି। କାର୍ ଓ ବାଇକରେ ୧୩ଜଣ ଦୁର୍ବୃତ୍ତ ଆସି କାର ଉପରକୁ ଗୁଳିମାଡ କରିଥିଲେ ।

ଅନୁଗୁଳ(କେନ୍ୟୁଜ) : ଚଳନ୍ତା କାର ଉପରକୁ ଗୁଳିମାଡ଼ । ଦିନ ଦ୍ବିପ୍ରହରରେ ଗୁଳିମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ରାଜପଥରେ ଗୁଳିମାଡ ହୋଇଛି। କାର୍ ଓ ବାଇକରେ ୧୩ଜଣ ଦୁର୍ବୃତ୍ତ ଆସି କାର ଉପରକୁ ଗୁଳିମାଡ କରିଥିଲେ । ପରେ ୧୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଲୁଟର ଶିକାର ବ୍ୟକ୍ତି ହେଲେ ରାଇରଙ୍ଗପୁର ବାଦଳା ଅଞ୍ଚଳର ଏସ.କେ.ଅହମ୍ମଦ । ସେ ଅନୁଗୁଳରୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ଖିରେଇଟାଙ୍ଗିରି ନିକଟରୁ ପିଛା କରିଥିଲେ। ପରେ ଗୁଳିମାଡ କରି ଟଙ୍କା ଲୁଟିନେଇଥିଲେ। ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.