Below header

ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ

ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ। ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା କରାଯାଇଛି। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍ କୁ ଅଟକ ରଖି ପ୍ରତିବାଦ କରୁଛି ସଂଘ।

ଆନ୍ଦପୁର : ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା କରାଯାଇଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍ କୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । ଫଳରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଅଟକି ରହିଛି । ସେହିପରି ଗାନ୍ଧି ଛକରେ ପିକେଟିଂ କରି ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି । ଦୋକନ ବଜାର ବନ୍ଦ ରହିବା ସହ ଠପ୍ ହୋଇଯାଇଛି ବସ୍ ଚଳାଚଳ । OMC ଶୁଆକାଟିରୁ ଗୁହାଲଡିହି ଯାଏ ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ୍ ମାଲିକ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.