ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁତିନଙ୍କ ଏକତରଫା ବିଜୟ, ଆଉ ୬ ବର୍ଷ ପାଇଁ କ୍ଷମତାରେ ରହିବେ

ରୁଷର ମୁଖିଆ ଭାବେ ଆଉ ୬ ବର୍ଷ ପାଇଁ ରହିବେ ପୁତିନ । ରାଷ୍ଟ୍ରପତି ନିର୍ବାଚନରେ ପୁତିନଙ୍କ ବାଜିମାତ ।

ରୁଷର ମୁଖିଆ ଭାବେ ଆଉ ୬ ବର୍ଷ ପାଇଁ ରହିବେ ପୁତିନ । ରାଷ୍ଟ୍ରପତି ନିର୍ବାଚନରେ ପୁତିନଙ୍କ ବାଜିମାତ । ୮୭ ପ୍ରତିଶତ ଭୋଟ ସହ ପୁଟିନ ଏକତରଫା ଭାବେ ଜିତିବା ପରେ ରାଷ୍ଟ୍ରପତି ପଦ ବଜାୟ ରଖିଛନ୍ତି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଗତ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା । ବିଜୟ ପରେ ପୁଣି ଗୋଟିଏ ପାଳି ଶାସନରେ ରହିବେ ପୁଟିନ। ସେପଟେ ରାଷ୍ଟ୍ରପତି ନିର୍ବାଚନକୁ ଫାର୍ସ କହିଛି ୟୁକ୍ରେନ। କ୍ଷମତା ହାସଲ ପାଇଁ ପୁଟିନ ଭୋଟିଂ ବେଳେ ବ୍ୟାପକ ଜାଲିଆତି କରିଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.